ନରସିଂହପୁର : ଆଉ ଏକ ଦନ୍ତା ହାତୀର ମୃତଦେହ ଠାବ । ନରସିଂହପୁର ପୂର୍ବ ରେଞ୍ଜ ରଙ୍ଗଡବାରେ ଦନ୍ତାହାତୀ ମୃତଦେହ ଠାବ । ଗ୍ୟାସ ଅଫିସ ନିକଟରେ ଥିବା ଏକ ବଗିଚାରେ ଦନ୍ତାର ସନ୍ଦେହଜନକ ମୃତଦେହ ଠାବ ହୋଇଛି। ହାତୀର ବୟସ ପ୍ରାୟ ୧୦ରୁ ୧୨ ବର୍ଷ ବୋଲି ଏସିଏଫଙ୍କ ସୂଚନା । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
Views: 20