The Ultimate Managed Hosting Platform
ADVERTISEMENT

ବାପା ଗାଳି ଦେବାରୁ ଝୁଲି ପଡିଲା ପୁଅ !

Facebook
Twitter
LinkedIn

ଭୁବନେଶ୍ୱର : ବାପା ଗାଳି କରିବାରୁ ଝୁଲି ପଡିଲା ନାବାଳକ । ଧଉଳି ଥାନା କାଡିଂ ସାହିରେ ଅଭାବନୀୟ ଘଟଣା । ସ୍କୁଲ ନଯିବାରୁ ବାପା ଗାଳି କରିଥିବା ପରିବାର ପକ୍ଷରୁ ସୂଚନା । ପଞ୍ଚବଟୀ ଆଶ୍ରମ ନିକଟରୁ ପୁଅର ଝୁଲନ୍ତା ମୃତଦେହ ମିଳିଥିଲା । ପୋଲିସକୁ ନଜଣାଇ ପରିବାର ଲୋକ ଶବ ସକôାର କରିଥିବା ସୂଚନା । ନିଜ ଆଡୁ ମାମଲା ରୁଜୁ କରି ଫେରାର ବାପାକୁ ଖୋଜୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login