The Ultimate Managed Hosting Platform
ADVERTISEMENT

ପୁଣି ରିମାଣ୍ଡରେ ଯିବେ ହଂସିତା !

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ରିମାଣ୍ଡରେ ଯିବେ ହଂସିତା । କଳା ସାମ୍ରାଜ୍ୟର ଟିକନିକ ତଥ୍ୟ ଜାଣିବା ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିବ କମିଶନରେଟ ପୁଲିସ । ପୂର୍ବରୁ ଉଭୟଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଥିଲା ପୋଲିସ। ହଂସିତା ନାଁରେ ଜାଲ ପାସପୋର୍ଟ ଓ ଯୁବତୀ ଚାଲାଣ ମାମଲା ରୁଜୁ ହୋଇଛି। ସ୍ପେଶିଆଲ କ୍ରାଇମ ୟୁନିଟ୍ ଏହି ୨ଟି ମାମଲା ରୁଜୁ କରିଛି । ହଂସିତାଙ୍କ ନାଁରେ ଦେହ ବ୍ୟାପାର ଭଳି ସଙ୍ଗୀନ ଅଭିଯୋଗ ରହିଛି। ତେଣୁ ପଚରାଉଚରା ବେଳେ ଆଉ କିଛି ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି ତଦନ୍ତକାରୀ ଟିମ୍।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login