The Ultimate Managed Hosting Platform
ADVERTISEMENT

କାର ଭିତରୁ ୧ କ୍ୱିଣ୍ଟାଲ ଗଂଜେଇ ଜବତ

Facebook
Twitter
LinkedIn

ଭୁବନେଶ୍ୱର : ତିନି ଗଂଜେଇ ବେପାରୀ ରାଜଧାନୀରୁ ଗିରଫ । ଏସଟିଏଫ ପଞ୍ଝାରେ ଗଞ୍ଜେଇ ବେପାରୀ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କ୍ୱିଣ୍ଟାଲ ଗଂଜେଇ ଜବତ । କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା ଏସଟିଏଫ । ବିଶେଷସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଚଢାଉ କରିଥିଲା । ଏକ କାରରେ ୩ଜଣ ଯାଉଥିବାବେଳେ ଚଢାଉ ହୋଇଥିଲା । ଚୋରା ଚାଲାଣରେ ବ୍ୟବହୃତ କାର ମଧ୍ୟ ଜବତ କରାଯାଇଛି ।ସେହିପରି ଗତ କିଛି ଦିନ ତଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜର୍ମାନୀ ପ୍ରସ୍ତୁତ ମାରିଜୁଆନା ଜବତ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login