ମୁମ୍ବାଇ : ବହୁ ବିବାଦ ପରେ ରିଲିଜ୍ ହୋଇଛି ଏମରଜେନ୍ସି ।ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ହଲ୍ ଯାଇ ଫିଲ୍ମ ଏମରଜେନ୍ସି ଦେଖିଛନ୍ତି । ଏମରଜେନ୍ସିରେ କଙ୍ଗନାଙ୍କ ଅଭିନୟକୁ ଖୁବ୍ ତାରିଫ କରିଛନ୍ତି ଫଡନାଭିସ୍ । ଫଡନାଭିସ୍ କହିଛନ୍ତି ଖୁବ୍ ଚମତ୍କାର ଅଭିନୟ କରିଛନ୍ତି କଙ୍ଗନା । ତେବେ ବିଶେଷ କରି ଏମରଜେନ୍ସି ଫିଲ୍ମଟି ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ । ଆଉ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି କଙ୍ଗନା । ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଙ୍କ ପାଇଁ ଫିଲ୍ମ ଏମରଜେନ୍ସି ସ୍ବତସ୍ତ୍ର ସ୍କ୍ରିନିଂ ରଖିଥିଲେ ଅଭିନେତ୍ରୀ କଙ୍ଗନା । ଫିଲ୍ମ ଦେଖିବା ପରେ ସିଏମ ମିଡିଆରେ କହିଥିଲେ କଙ୍ଗନାଙ୍କ ଫିଲ୍ମ ଏବଂ ତାଙ୍କ ଅଭିନୟ ଖୁବ୍ ପସନ୍ଦ ଆସିଲା । ଏହା ଆମ ଦେଶର ଇତିହାସର ର ଏପରି ଏକ ଅଧ୍ୟାୟ ଯେଉଁଥିରେ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିଲାକଙ୍ଗନା ଯେଉଁ ଭାବରେ ସ୍ବର୍ଗୀୟ ପିଏମ ଇନ୍ଦିରା ଗାନ୍ଧୀଙ୍କ ଅଭିନୟ ନିଖୁଣ ଭାବେ ନିଭାଇଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ।
“ଏମରଜେନ୍ସି” ଫିଲ୍ମ ଦେଖିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







