The Ultimate Managed Hosting Platform
ADVERTISEMENT

କଳିଙ୍ଗା ଘାଟିରେ ପରିବା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

Facebook
Twitter
LinkedIn

ଭୁବନେଶ୍ୱର : ଛତିଶଗଡ଼ର ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ପରିବା ବୋଝେଇ ଆଇଚର ଟ୍ରକ୍ ବୁଧବାର ମଧ୍ୟରାତ୍ରରେ କଳିଙ୍ଗା ଘାଟିରେ ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ହେଲପର ଆହତ ହୋଇଛନ୍ତି। ବ୍ରହ୍ମପୁରରେ ଭୋର୍ରେ ପହଞ୍ଚିବା ପାଇଁ ଘାଟିରେ ଦ୍ରୁତ ଗତିରେ ଟ୍ରକ୍ ଚାଳକ ଟ୍ରକକୁ ଚଳାଉଥିବା ବେଳେ ବୁଲାଣିରେ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଟ୍ରକଟି ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ଓଲଟି ଯାଇଥିଲା।ଟ୍ରକରେ ବୋଝେଇ ହୋଇଥିବା ଲକ୍ଷାଧିକ ଟଙ୍କାର ପରିବା ରାସ୍ତାରେ ପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login