ମୁମ୍ବାଇ : ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ଡାକ୍ତରଙ୍କ ପ୍ରତିକ୍ରିୟା । ଅସ୍ତ୍ରୋପଚାରରେ ୨.୫ ଇଞ୍ଚର ଛୁରି ମେରୁଦଣ୍ଡରେ ଥିଲା , କଢାଗଲା । ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ ଶେଷ ହୋଇଛି । ବେକ, ମେରୁଦଣ୍ଡ ସହ ଅନ୍ୟ ସ୍ଥାନରେଗଭୀର ଆଘାତ । ଏହା ଛୁରୀର ଖଣ୍ଡ ବୋଲି କୁହାଯାଉଛି । ସୈଫ ଅଲ୍ଲୀ ଖାନଙ୍କ କସମେଟିକ ସର୍ଜରୀ କରାଯାଇଛି । ଘଟଣାରେ ସୈଫଙ୍କ ଘରୋଇ ସହାୟିକା ଆହତ ହୋଇଛନ୍ତି । ପୋଲିସ ସୈଫ ଅଲୀ ଖାନଙ୍କ ଘରେ କାମ କରୁଥିବା ତିନି ଜଣଙ୍କୁ ପଚରାଉଚରା ପାଇଁ ନେଇଛି । ପୋଲିସ ଏମାନଙ୍କୁ ଥାନାକୁ ନେଇଛି । ଏହିଠାରେ ସେମାନଙ୍କୁ ଜେରା କରାଯିବ । ରାତି ୨ଟାରେ ଦୁର୍ବୃତ୍ତ ଅଭିନେତାଙ୍କ ଘରେ ପହଞ୍ଚି ଆକ୍ରମଣ କରିଥିଲା । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ହତ୍ୟା ଉଦ୍ୟମ କରାଯାଇଛି । ବିଳମ୍ବିତ ରାତିରେ ଘରେ ପଶି ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ଏହାପରେ ତାଙ୍କୁ ୩.୩୦ରେ ଲୀଳାବତୀ ହସପିଟାଲାରେ ଭର୍ତ୍ତି କରାଯାଇଥିଲା । ଘରେ ପସିବା ପରେ ସେ ସୈଫ ଅଲୀ ଖାନଙ୍କର ଚାକର ଏବଂ ଅଭିନେତାଙ୍କ ଉପରକୁ ଆକ୍ରମଣ କରିଥିଲା । ତେବେ ସୈଫଙ୍କୁ ଦେଖିବା ପାଇଁ ମୁମ୍ବାଇର ଲୀଳାବତୀ ହସପିଟାଲରେ ପହଞ୍ଚିଛନ୍ତି ସାରା ଏବଂ ଇବ୍ରାହିମ ।
ସୈଫଙ୍କ ମେରୁଦଣ୍ଡରୁ ବାହାରିଲା ୨.୫ ଇଞ୍ଚର ଛୁରି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







