The Ultimate Managed Hosting Platform
ADVERTISEMENT

ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି

Facebook
Twitter
LinkedIn

ନୂଆଦିଲ୍ଲୀ : ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲଙ୍କ ବିରୋଧରେ ମହାଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି । ରାତି ଅନ୍ଧାରରେ ଶତାଧିକ ପୁଲିସ ତାଙ୍କ ଘରେ ପଶିଥିଲେ । ପୁଲିସ ପହଞ୍ଚିବା ମାତ୍ରେ ରାଷ୍ଟ୍ରପତିଙ୍କ ଉଭୟ ବିରୋଧୀ ଓ ସମର୍ଥକ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା । ରାଷ୍ଟ୍ରପତି ଦେଶରେ ମାର୍ଶାଲ ଲ’ ଲାଗୁ କରିବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ସେ ସଫଳ ହୋଇନଥିଲେ । ମିଳିତ ତଦନ୍ତ ମୁଖ୍ୟାଳୟ ଆଜି, ଜାନୁଆରୀ ୧୫ ତାରିଖ ପୂର୍ବାହ୍ନ ୧୦ଟା ୩୩ମିନିଟରେ ରାଷ୍ଟ୍ରପତିଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ସକାଳେ ଦୁର୍ନୀତି ତଦନ୍ତ କାର୍ୟ୍ୟାଳୟର ଶତାଧିକ ପୁଲିସ ଅଧିକାରୀ ଓ ତଦନ୍ତକାରୀ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login