The Ultimate Managed Hosting Platform
ADVERTISEMENT

STF କବ୍‌ଜାରେ ହାତୀ ଦାନ୍ତ ବେପାରୀ

Facebook
Twitter
LinkedIn

ଭୁବନେଶ୍ୱର : ଏସ୍‌ଟିଏଫ୍ କବ୍‌ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ । ବେପାରୀ ଠାର ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ଯାହାର ଓଜନ ୫କେଜି ୬୬୨ ଗ୍ରାମ ହେବ ବୋଲି ଜଣାପଡିଛି ।ସେହିପରି ଘଟଣାରେ ଲିପ୍ତ ଥିବା ବେପାରୀ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ । କେନ୍ଦୁଝର ଜିଲ୍ଲା କରଞ୍ଜିଆ ବନ ବିଭାଗ ସହାୟତାରେ କରଞ୍ଜିଆ ରାସ୍ତାର ପତୁଙ୍ଗ ଗାଁ ରାସ୍ତା କଡରେ ଡିଲ ବେଲବ ରମାକାନ୍ତ ପ୍ରଧାନକୁ ଗିରଫ କରିଛି ଏସ୍‌ଟିଏଫ୍ ଟିମ । ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ ୨୫ଟି ବାଘ ଛାଲ , ୧୫ ଟି ହାତୀ ଦାନ୍ତ , ୭ଟି ହରିଣ ଚମଡା , ୧୧ଟି ଜୀବନ୍ତ ବଜ୍ରକାପ୍ତା , ୧୯ କିଲୋ ୫୦୦ ଗ୍ରାମ ବଜ୍ରକାପତା କାତି , ୨ଟି ବାଘ ଦାନ୍ତ , ୨୯ଟି ବାଘ ନଖ , ୪୬ଜୀବନ୍ତ ଶୁଆ ଉଧାର ସହ ୫୯ ଜଣଙ୍କ ଗିରଫ କରିଛି ଏସ୍‌ଟିଏଫ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login