The Ultimate Managed Hosting Platform
ADVERTISEMENT

Mahakumbha mela : ମହାକୁମ୍ଭ ମେଳା ପାଇଁ ଓଡିଶାରୁ ଚାଲିଲା ୪ ଅତ୍ୟାଧୁନିକ ବସ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରାୟାଗରାଜରେ ଆୟୋଜିତ ହେଉଥିବା ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳାରେ ଯେପରି ଓଡ଼ିଶାର ଶ୍ରଦ୍ଧାଳୁମାନେ ସୁବିଧାରେ ଯୋଗଦେଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ୪ଟି ଅତ୍ୟାଧୁନିକ ବସ୍ ସେବା ଆରମ୍ଭ ହୋଇଛି। ଓଏସ୍ଆର୍ଟିସିର ଏହି ୪ଟି ବସ୍ ପୁରୀ, ସମ୍ବଲପୁର, ବ୍ରହ୍ମପୁର, ଭବାନୀପାଟଣାରୁ ୨୦୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଆଜି ଯାତ୍ରା ଆରମ୍ଭ କରିଛି। ଏହି ବସ୍ ପ୍ରୟାଗରାଜ ଓ ବାରାଣସୀ ଦେଇ ଅଯୋଧ୍ୟା ପର୍ୟ୍ୟନ୍ତ ଯିବ। ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମୋଡ୍ରେ ପତାକା ଦେଖାଇ ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login