The Ultimate Managed Hosting Platform
ADVERTISEMENT

ରିମାଣ୍ଡରେ ଗଲାବେଳେ କାନ୍ଦିଲେ ହଂସିତା

Facebook
Twitter
LinkedIn

ଭୁବନେଶ୍ୱର : ରିମାଣ୍ଡରେ ଗଲେ ହାଇପ୍ରୋଫାଇଲ ଠକ ଯୋଡି ହଂସିତା-ଅନୀଲ । ରିମାଣ୍ଡରେ ଗଲା ବେଳେ କ୍ୟାମେରା ଆଗରେ କାନ୍ଦିପକାଇଲେ ହଂସିତା । ସବୁ ସତ କହିବି, ଏବଂ ଗୁମର ଖୋଲିବି ବୋଲି କହି ମୋତେ ଜାଣିଶୁଣି ବଦନାମ କରାଯାଉଛି ବୋଲି କହିଛନ୍ତି ହଂସିତା । ଠକ ବଣ୍ଟି ବବ୍ଲି ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ଆଜି ରିମାଣ୍ଡରେ ନେବାବେଳେ କାନ୍ଦି କାନ୍ଦି ଏହା କହିଛନ୍ତି ହଂସିତା । କିଛି ଜାଣିନୁ ଆମକୁ ଫସାଇ ଦିଆଯାଇଛି କହିଲେ ଅନୀଲ । ହଂସିତାଙ୍କୁ ଜେଡ-୧ ଆପାର୍ଟମେଣ୍ଟକୁ ନେଇ ପଚରାଉଚରା । ଯିଏ ଆମ ନାମରେ କେସ୍ ଦେଇଛନ୍ତି ତାଙ୍କୁ ବି ଆମେ ଜାଣିନୁ । ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି କହିଛନ୍ତି । ଉଭୟଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login