The Ultimate Managed Hosting Platform
ADVERTISEMENT

ଚାଲିଗଲା ଆଉ ଏକ ଦନ୍ତାର ଜୀବନ

Facebook
Twitter
LinkedIn

କଟକ : ରାଜ୍ୟରେ ଚିନ୍ତା ବଢାୁଛି ହାତୀ ମୃତ୍ୟୁ । ଦିନକ ବ୍ୟବଧାନରେ ନରସିଂହପୁରରେ ଆଉ ଏକ ଦନ୍ତାହାତୀର ମୃତ୍ୟୁ । ଦୁଇଦିନ ତଳେ ବରସିଙ୍ଗା ଖେସେରା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ଏବେ ଦେବଭୂମି ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଦଲକ ବିଟର କମ୍ପାଟମେଣ୍ଟ-୧୦ରେ ଆଉଏକ ଛୁଆ ଦନ୍ତାହାତୀର ମୃତ୍ୟୁ ଉପରେ ଉଠିଲା ପ୍ରଶ୍ନ । ହାତୀଟିର ବୟସ ୫ବୋଲି କୁହାଯାଉଛି । ହାତୀ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login