The Ultimate Managed Hosting Platform
ADVERTISEMENT

ନୂଆବର୍ଷରେ ପାଞ୍ଜି ଖୋଲିବି-ପ୍ରଦୀପ

Facebook
Twitter
LinkedIn

ଭୁବନେଶ୍ୱର : ଠକେଇ ମାମଲାରେ ଦୋଷମୁକ୍ତ ପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ । ମୋତେ ଦଳରୁ ବହିଷ୍କାର କଲେ , ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ । ଓଡିଆ ନୂଆ ବର୍ଷ ଆସୁଛି ସବୁ ପାଞ୍ଜି ଖୋଲିଦେବି ବୋଲି କହି ନବୀନଙ୍କ ଉପରେ ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ ଆହୁରି କହିଛନ୍ତି କି, ମତେ ଫସେଇବା ପାଇଁ ଯେଉଁ ଯୋଜନା କରିଥିଲେ ସେଥିରେ କୋର୍ଟ ମତେ ରିଲିଫ ଦେଇଛନ୍ତି । ଗୋପଳପୁର ଲୋକ ନ୍ୟାୟରୁ ବଞ୍ଚିତ ହୋଇଥିଲେ । ନିର୍ବାଚିତ ପ୍ରତିନିଧି ହିସାବରେ ବହୁ କାମ କରିବାରୁ ବଞ୍ଚିତ ହେଉଥିଲି । କ୍ରାଇମବ୍ରାଞ୍ଚ ଓ ଭିଜଲାନ୍ସର ଦୁଇଟି କେସ ଅଛି ହେଲେ ୫ଟି ମାମଲାରୁ ନିର୍ଦୋଷରେ ଖଲାସ ହେବା ପରେ ଆଶ୍ବସ୍ତି ମିଳିଛି । ଜନ ବିରୋଧୀ ବୋଲି ମୋ ଉପରେ ଆରୋପ ଲାଗିଥିଲା । ଜେଲରୁ ବାହାରିବା ପରେ ମତେ କଡା ପ୍ରଶ୍ନ କରାଯାଇଛି । ହେଲେ ସବୁ ଶ୍ରେୟ ଗଣ ମାଧ୍ୟମକୁ ଦେବି । ସେମାନେ ସତ କୁ ସାମ୍ନା କୁ ଆଣିଲେ । ଆପଣ କେତେ କ୍ଲିନ ଅଛନ୍ତି ଆପଣଙ୍କ ବି ନୂଆ ବର୍ଷରେ ଖୋଲିବ ଆପଣ କେତେ କ୍ଲିନ ଅଛନ୍ତି ଆପଣଙ୍କ ବି ନୂଆ ବର୍ଷରେ ଖୋଲିବ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login