The Ultimate Managed Hosting Platform
ADVERTISEMENT

ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ୱର କଡା ଚେକିଂ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ ଚଳଚଂଚଳ ରାଜଧାନୀ ଭୁବନେଶ୍ୱର । ୮ ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ଦିବସର ଅଷ୍ଟଦଶ ସଂସ୍କରଣ । ପ୍ରଥମ ଥର ଓଡିଶାରେ ଆୟୋଜିତ ହେଉଥିବା ଏହି ସମ୍ମେଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ହା ପୂର୍ବରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ବର ସହରକୁ ହାଇ ଆଲର୍ଟରେ ରଖାଯାଇଛି । ଏହାରି ଭିତରେ ସହରରେ ମୁତୟନ ହୋଇଛନ୍ତି ଏସ୍ଟିୟୁ କମାଣ୍ଡୋ । ଏହି କମାଣ୍ଡୋ ଟଇମ୍ ଗତକାଲି ପୋଲିସ ଡିଜି କ୍ୟାମ୍ପ ଅଫିସରେ ପହଞ୍ଚିଛନ୍ତି । ପ୍ରବାସୀ ଭାରତୀୟ ଦିବସ ପାଇଁ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଭୁବନେଶ୍ବର ଓ କଟକ ସହରକୁ ଜଗିବେ ୮୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୪୫୦ ଜଣ ପୋଲିସ ଅଧିକାରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login