The Ultimate Managed Hosting Platform
ADVERTISEMENT

କାରକେଡ ଭିତରେ ଆସୁଛି ଜିନତ

Facebook
Twitter
LinkedIn

ଭୁବନେଶ୍ୱର : ଏତେ ଦିନ ଧରି ବନ ବିଭାଗକୁ ନାକେଦମ କରୁଥିଲା ବାଘୁଣୀ ଜିନତ । ତାରି ପାଇଁ ଏତେ ଚିନ୍ତା ଆଉ ସିକ୍ୟୁରିଟି । ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରୁ ଜିନ୍ନତକୁ କିଛି ଏଭଳି ସୁରକ୍ଷା ଦେଇ ନିଆଯାଉଛି । ବାରମ୍ବାର ଚକମା ଦେବା ପରେ ଗତକାଲି ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି ବନବିଭାଗର ସ୍ବତନ୍ତ୍ର ଟିମ୍ । ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟରେ ଧରାପଡ଼ିଛି ବାଘୁଣୀ। ଜିନ୍ନତ କୁ ଧରିବା ବନବିଭାଗ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ। ପିସିସିଏଫ ପ୍ରେମ କୁମାର ଝାଙ୍କ ସୂଚନା, ବାଘୁଣୀର ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗରେ ଅଛି ବନବିଭାଗ । ଖୁବ ଶୀଘ୍ର ଶିମିଳିପାଳ କୁ ଆସିବ ଜିନ୍ନତ। ଜିନ୍ନତ ଏବେ ସୁସ୍ଥ ଅଛି । ଶିମିଳିପାଳ ଅଣା ଯିବା ପରେ ଯମୁନା ପାଇଁ ହୋଇଥିବା ସାଉଥ ଏନକ୍ଲୋଜର ରେ କିଛି ଦିନ ରହିବ ଜିନ୍ନତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login