The Ultimate Managed Hosting Platform
ADVERTISEMENT

ବିଧାୟକଙ୍କ ଗାଡିରେ ଲାଗିଲା ନିଆଁ, କାରଣ ଜଣାପଡିନାହିଁ

Facebook
Twitter
LinkedIn

କନ୍ଧମାଳ : ବିଧାୟକଙ୍କର ଗାଡିରେ ଲାଗିଲା ନିଆଁ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକଙ୍କ ଗାଡିରେ ନିଆଁ ଲାଗିଛି । ଗାଡିର କିଛି ଅଂଶ ଜଳିଯାଇଛି । ଏହାସହ ନିକଟରେ ଥିବା ଏକ ସ୍କୁଟି ଓ ବାଇକ ଜଳିପୋଡି ପାଉଁଶ ହୋଇଯାଇଛି । ଗତକାଲି ଫୁଲବାଣୀ ସର୍କିଟ ହାଉସରେ ବିଧାୟକ ବିଶ୍ରାମ ନେଉଥିବାବେଳେ ବାହାରେ ଗାଡି ରଖାଯାଇଥିଲା । ପାଖରେ ଥିବା ସ୍କୁଟିରେ ପ୍ରଥମେ ନିଆଁ ଲାଗି କାରକୁ ବ୍ୟାପିଥିଲା ବୋଲି ଅନୁମାନ କରାଯାଉଛି । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login