The Ultimate Managed Hosting Platform
ADVERTISEMENT

ଚାଷୀ ନେତା ଜଗଜିତ ସିଂଙ୍କୁ ଭେଟିଲା ପଞ୍ଜାବ ଆପ

Facebook
Twitter
LinkedIn

ଚଣ୍ଡିଗଡ : ଚାଷୀ ସମ୍ପର୍କିତ ବିଭିନ୍ନ ଦାବି ନେଇ ଆମରଣ ଅନଶନ କରିଆସୁଛନ୍ତି ଦାଲେୱାଲ। ଆମରଣ ଅନଶନରତ ଚାଷୀ ନେତା ଜଗଜିତ ସିଂ ଦାଲେୱାଲଙ୍କୁ ଭେଟିଲା ପଞ୍ଜାବ ଆପ୍। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ହୋଇଥିବା ପରିଲକ୍ଷିତ ହୋଇଛି। ଦାଲେୱାଲଙ୍କ ଆମରଣ ଅନଶନ ପହଞ୍ଚିଛି ୩୨ ଦିନରେ। ଗତକାଲି ପଞ୍ଜାବ ଆପ୍ ସଭାପତି ଅମନ ଅରୋରା, ମନ୍ତ୍ରୀ ଗୁରମିତ ସିଂ କୁଦିଆନ, ବଲବୀର ସିଂ, ବାରିନ୍ଦର କୁମାର ଗୋୟଲ, ହରଦୀପ ସିଂ ମୁଣ୍ଡିଆନ ପ୍ରମୁଖ ଆସି ଦାଲେୱାଲଙ୍କୁ ଭେଟିଥିଲେ। ଶସ୍ୟର ଏମଏସପି ଲାଗି ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଗତ ନଭେମ୍ବର ୨୬ରୁ ଖାନାଉରି ସୀମାରେ ଅନଶନ କରିଆସୁଛନ୍ତି ୭୦ ବର୍ଷ ବୟସ୍କ ଦାଲେୱାଲ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login