The Ultimate Managed Hosting Platform
ADVERTISEMENT

ଇଲେକ୍ଟ୍ରୋନିକ ରେକର୍ଡ ମାଗିବା ଉପରେ କଟକଣା, ନିୟମ ବଦଳାଇଲେ ସରକାର

Facebook
Twitter
LinkedIn

ନୂଆଦିଲ୍ଲୀ : ନିର୍ବାଚନ ପରିଚାଳନା ନିୟମ ବଦଳାଇଲେ ସରକାର। ଏଣିକି ଲୋକେ ଆଉ ଇଲେକ୍ଟ୍ରୋନିକ୍ସ ରେକର୍ଡ ମାଗିପାରିବେ ନାହିଁ। ସିସିଟିଭି ଫୁଟେଜର ଦୂରୁପଯୋଗ ରୋକିବାକୁ କେନ୍ଦ୍ର ଆଇନ୍ ମନ୍ତ୍ରଣାୟଳୟ ଏଭଳି ପଦକ୍ଷେପ ନେଇଛି। ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ, ନିର୍ବାଚନ ପରିଚାଳନା ନିୟମ, ୧୯୬୧ର ନିୟମରେ ବଡ଼ ସଂଶୋଧନ ଆଣିଛନ୍ତି। ଏଣିକି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଇଲେକ୍ଟ୍ରୋନିକ୍ ରେକର୍ଡ ସର୍ବସାଧାରଣରେ ଉପଲବ୍ଧ ହେବ ନାହିଁ। ସିସିଟିଭି କ୍ୟାମେରା ଓ ୱେବକାଷ୍ଟିଂ ଫୁଟେଜ୍ ଭଳି କେତେକ ଇଲେକ୍ଟ୍ରୋନିକ୍ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ସହ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂକୁ ରୋକିବା ପାଇଁ ସରକାର ନିର୍ବାଚନ ନିୟମରେ ସଂଶୋଧନ ଆଣିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login