ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ପ୍ରଦାନ କରିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନ ଓଡିଶାରେ ରହିଥିଲେ । ପୁଣି ଜାନୁଆରୀରେ ୨ ଥର ରାଜ୍ୟ ଗସ୍ତ ଆସିବେ । ମନମୋହନ ସାମଲ କହିଛନ୍ତି ଗୃହମନ୍ତ୍ରୀ ଡିସେମ୍ବର ୨୮,୨୯ ଏବଂ ୩୦ ମଧ୍ୟରେ ଦୁଇ ଦିନିଆ ଗସ୍ତରେ ଆସିବେ । ଏହା ସହିତ ସମ୍ବଲପୁର ଗସ୍ତରେ ଯିବେର କାର୍ଯ୍ୟକ୍ରମ ରହିଥିବା ମନମୋହନ ସାମଲ ସୂଚନା ପ୍ରଦାନ କରିଛନ୍ତି ।
Views: 34