The Ultimate Managed Hosting Platform
ADVERTISEMENT

ବିଶ୍ୱାସ ନାହିଁ ବୋଲି ପ୍ରେସମିଟ-ମନମୋହନ ସାମଲ

Facebook
Twitter
LinkedIn

ଭୁବନେଶ୍ୱର : ଦିଲ୍ଲୀରେ ବିଜେଡି ସାଂସଦଙ୍କ ପ୍ରେସମିଟକୁ ବିଜେପିର କାଉଣ୍ଟର । ରାଜ୍ୟ ବିଜେପି ସବାପତି ମନମୋହନ ସାମଲଙ୍କ କାଉଣ୍ଟର । ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି କହି ତାଚ୍ଛଲ୍ୟ କଲେ । ସେମାନେ ପ୍ରସମିଟ କରି ନିଜର ଅପପ୍ରଚାର କରୁଛନ୍ତି । କେହି ଏପରି କହିନାହାନ୍ତି , କାହିଁକି ବିଜେଡି ମନରେ ଏମିତି ଆଶଙ୍କା । ବିଜେଡି ସଂଗଠନ ଉପରେ ସାଂସଦ , ବିଧାୟକଙ୍କ ଭରସା ନାହିଁ । ବିଶ୍ୱାସ ନାହିଁ ବୋଲି ପ୍ରେସମିଟ, ତାଙ୍କ ଦଳ ଭାଙ୍ଗିବ ଆମେ କଣ କରିବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login