ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେଡି ସାଂସଦଙ୍କ ବଡ ପ୍ରେସମିଟ । ବିଜେଡିର ୭ ରାଜ୍ୟସଭା ସାଂସଦ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି ସମସ୍ତ ସାଂସଦ । ଆମେ ୭ ସାଂସଦ ସବୁବେଳେ ଏକାଠି ଅଛୁ ଆଉ ଥିବୁ । ନବୀନ ବାବୁଙ୍କ ସହ ଦୃଢ ଭାବେ ଛିଡା ହୋଇଛୁ । ଯେଉଁ ଅପ ପ୍ରଚାର କରାଯାଉଛି ତାକୁ ଦୃଢ ନିନ୍ଦା କରୁଛୁ । ମନଗଢା ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ମଧ୍ୟ ଅପିଲ କରିଛନ୍ତି ।
Views: 31