କଟକ : ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ । କଟକ ଯୋବ୍ରା ଆନିକଟ ସ୍ଥିତ ୯୪ ନମ୍ବର ଗେଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଭୁବନେଶ୍ୱର ପଟିଆଅଞ୍ଚଳର ବୈଷ୍ଣବ ଚରଣ ସିଂ । ସେ ଜଣେ ଅବସରପ୍ରାପ୍ତ ପ୍ରଫେସର । ବୈଷ୍ଣବ ନିଖୋଜ ନେଇ ଗତ ୧୫ ତାରିଖରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।ଆଜି ମହାନଦୀରୁ ମିଳିଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ମାଲଗୋଦାମ ପୋଲିସ ।
Views: 32