The Ultimate Managed Hosting Platform
ADVERTISEMENT

ଟ୍ୱିନ ସିଟିରେ ଡବଲ ଡେକର ବସ

Facebook
Twitter
LinkedIn

ଭୁବନେଶ୍ୱର : ଟ୍ୱିନ ସିଟିରେ ଗଡିବ ଡବଲ ଡେକର ବସ । ଭୁବନେଶ୍ୱର , କଟକ, ପୁରୀରେ ପ୍ରଥମ ପର୍ଯ୍ୟାୟରେ ଚାଲିବ ବସ । ଡବଲ ଡେକର୍ ଇ-ବସ ପାଇଁ ଟେଣ୍ଡର ଆହ୍ଵାନ। ଘରୋଇ ସଂସ୍ଥାଙ୍କୁ ଟେଣ୍ଡର ଆହ୍ଵାନ କଲା କ୍ରୁଟ । ପ୍ରଥମ ପର୍ୟ୍ୟାୟରେ ଆସିବ ୫ଟି ଡବଲ ଡେକର ବସ। ଡବଲ୍ ଡେକର୍ ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ଆବଶ୍ୟକ ପଡିଲେ ଆହୁରି ୨ ବର୍ଷ ବଢାଯାଇପାରେ ଚୁକ୍ତି। ସପ୍ଲାଏ, ଅପରେସନ, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login