ସମ୍ବଲପୁର : ଚିଡିଆଖାନାରେ ବାଘ ରାଣୀର ମୃତ୍ୟୁ । ୟୁଟ୍ରେସ ଇନଫେକ୍ସନ ପାଇଁ ଜୀବନ ଯାଇଥିବା କହିଛନ୍ତି ଡିଏଫଓ । ଗତ ମାସରେ ରାଣୀକୁ କମନ ଏନକ୍ଲୋଜରରେ ଛଡ଼ାଯାଇଥିଲା । ସାପଡ଼ାରୁ ଆସିଥିବା କଲରାପତରିଆ ରାଜା ଓ ରାଣୀକୁ ସେଠାରେ ଏକାଠି ରଖାଯାଇଥିଲା । ଦୁଇ ଜଣଙ୍କ ଚେକଅପ୍ କରି ଏକାଠି ରଖାଯାଇଥିଲା । କିନ୍ତୁ ହଠାତ୍ ରାଣୀ ଅସୁସ୍ଥ ହୋଇପଡ଼ିଥିଲା । ଯାହାପରେ ତା’ ଚିକିିତ୍ସା ଚାଲିଥିଲା । ମୃତ୍ୟୁ ସମୟରେ ରାଣୀର ବୟସ ୭ ବର୍ଷ ହୋଇଥିଲା ।.
Views: 34