The Ultimate Managed Hosting Platform
ADVERTISEMENT

କମିବ ଆଳୁ ଦର, ସରକାରଙ୍କୁ ବଦନାମ କାରିବାକୁ ଚାଲିଛି ମନୁଷ୍ୟକୃତ ଚେଷ୍ଟା- ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ସ୍ବାଭାବିକ ଅଛି ଆଳୁଦର । ଆଗକୁ ଆହୁରି କମିବ । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି । ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା କଲେ। ଏବେ ପୁଣି ଆଳୁ ଦେବାକୁ ରାଜି ହୋଇଛନ୍ତି । ବର୍ତ୍ତମାନ ବଜାରରେ ଆଳୁ ଦର ସ୍ୱଭାବିକ ରହିଛି । ଆଗାମୀ ଦିନରେ ଖାଦ୍ୟରେ ବହୁଳ ବ୍ୟବହାର ହେଉଥିବା ଆଳୁ ଦାମ୍ ଆହୁରି କମିବ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login