The Ultimate Managed Hosting Platform
ADVERTISEMENT

ପିଅନଙ୍କ ନିର୍ଯ୍ୟାତନା ଅଭିଯୋଗ , ୮ କିମି ଚାଲି ହଷ୍ଟେଲ ଛାଡି ପଳାଇଲେ ୫ ଛାତ୍ର

Facebook
Twitter
LinkedIn

ନବରଙ୍ଗପୁର : ହଷ୍ଟେଲରେ ପିଅନଙ୍କ ନିର୍ଯ୍ୟାତନା ଅଭିଯୋଗ । ୮ କିମି ଚାଲି ହଷ୍ଟେଲ ଛାଡି ପଳାଇଲେ ୫ ଛାତ୍ର । ନବରଙ୍ଗପୁର ବ୍ଲକ ତାରାଗାଁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରୁ ଆସିଛି ଏଭଳି ଅଭିଯୋଗ । ହଷ୍ଟେଲରେ ପିଅନଙ୍କ ଗାଳିଗୁଲଜ ଓ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲେ ଛାତ୍ର । ବିଦ୍ୟାଳୟର ପିଅନ ସବୁଦିନ ପିଲାଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ର । ଘରକୁ ରାସ୍ତା ଜଣାନଥିଲେ ବି ୮ କିଲୋମିଟର ଚାଲି ଚାଲି ପଳାଇଥିଲେ । ଭୁଲ୍ ରାସ୍ତାରେ ଯାଇ ପାପଡାହାଣ୍ଡି ବ୍ଲକ ଚିଙ୍ଗଡଶ୍ବର ରାସ୍ତା ନିକଟରେ ପହଂଚିଥିଲେ । ସେଠାରେ ଗ୍ରାମବାସୀ ଦେଖି ପୋଲିସ ଓ ବିଦ୍ୟାଳୟକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପହଂଚି ପିଲାଙ୍କୁ ଉଦ୍ଧାର କରିଥିଲେ ଶିକ୍ଷୟିତ୍ରୀ । ଏହାପରେ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login