The Ultimate Managed Hosting Platform
ADVERTISEMENT

ସରିଲା ଡିଜି ସମ୍ମିଳନୀ , ଫେରିଗଲେ ପ୍ରଧାନମନ୍ତ୍ରୀ ମୋଦୀ

Facebook
Twitter
LinkedIn

ଭୁବନେଶ୍ବର: ତିନି ଦିନ ବ୍ୟାପୀ ରାଜଧାନୀରେ ଚାଲିଥିବା ଡିଜି ଆଇଜିପି ସମ୍ମିଳନୀ ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦିଲ୍ଲୀ ଫେରିଯାଇଛନ୍ତି। ଗତକାଲି ଅପରାହ୍ଣ ୪ଟା ୧୫ ମିନିଟରେ ଲୋକସେବା ଭବନରୁ ସେମାନେ ସିଧା ବିମାନବନ୍ଦରକୁ ଯାଇଥିଲେ। କାରକେଡ୍ ଜରିଆରେ କଡ଼ା ସୁରକ୍ଷା ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ବିମାନ ଯୋଗେ ଫେରିଯାଇଥିଲେ। ଏହାସହିତ ବୈଠକରେ ଯୋଗଦେବାକୁ ଆସିଥିବା ଉଚ୍ଚପଦସ୍ଥ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରୁ କିଛି ଅତିଥି ନିଜ ରାଜ୍ୟକୁ ଫେରି ଯାଇଛନ୍ତି। ଆଉ କିଛି ଆଜି ଭିନ୍ନ ପର୍ୟ୍ୟଟନସ୍ଥଳୀ ବୁଲି ଯିବାର କାର୍ୟ୍ୟକ୍ରମ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login