ଭୁବନେଶ୍ୱର : ଓଡିଶାରେ ପହଁଚିଲା ଉତ୍ତରପ୍ରଦେଶ ଆଳୁ । ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ପହଁଚିଲା ୧୦ ଟ୍ରକ ଆଳୁ । ଆହୁରି ଗାଡି ପହଁଚିବା ନେଇ ବ୍ୟବସାୟୀ ମହାସଂଘ ମହାସଚିବଙ୍କ ସୂଚନା । ପଶ୍ଚିମବଙ୍ଗରୁ କିଛି ଆଳୁ ଗାଡି ମଧ୍ୟ ଆସି ପହଁଚିଥିବା ସୂଚନା । ୬୦ରୁ ୭୦ ଟ୍ରକ ଆଳୁ ଗାଡି ପହଁଚିବା ପରେ ରେଟ କମିବା ସମ୍ଭାବନା । ତେବେ ସରକାରଙ୍କ ଦ୍ଵାରା କେତେ ଆଳୁ ଟ୍ରକ୍ ଆସିଛି ତାହା ଜଣା ପଡ଼ିନାହିଁ। ପଶ୍ଚିମବଙ୍ଗରୁ ମଧ୍ୟ କିଛି ଗାଡି ଆସିଥିବା ଜଣାପଡିଛି।ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ ଆଜି ୬୦ରୁ୭୦ ଟ୍ରକ ଆଳୁ ରାଜ୍ୟକୁ ଆସିବ। ଏହା ପ୍ରଭାବରେ ଆଜି ଆଳୁ ରେଟ୍ କମିବା ନେଇ ସମ୍ଭାବନା ରହିଛି।
Views: 42