The Ultimate Managed Hosting Platform
ADVERTISEMENT

କାରରୁ ମିିଳିଲା ୮୮ କେଜି ରୁପା ଇଟା

Facebook
Twitter
LinkedIn

ଖଲ୍ଲିକୋଟ : କାରରୁ ୮୮ କେଜିର ରୁପା ଓ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ । ଗଞ୍ଜାମ ଖଲ୍ଲିକୋଟରେ ଚୋରା ଚାଲାଣବେଳେ ବିପୁଳ ପରିମାଣର ରୁପା ଜବତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଗୁରୁପଲ୍ଲି ଟୋଲ ଗେଟ୍ ନିକଟରେ ଯାଞ୍ଚବେଳେ ଜବତ ହୋଇଛି । ରୁପାର ମୂଲ୍ୟ ୩୨ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଖଲ୍ଲିକୋଟ ପୋଲିସ ଚଢ଼ାଉ କରି କାର, ରୁପା ଟଙ୍କା ଜବତ ସହ ୨ଜଣଙ୍କୁ ଅଟକ ରଖିଛି । ତେବେ ଏହା କେଉଁଠୁ ଆସିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login