The Ultimate Managed Hosting Platform
ADVERTISEMENT

ଏଆରଟିଓ, ଜୁନିୟର ଏମଭିଆଇ ଗିରଫ

Facebook
Twitter
LinkedIn

ବ୍ରହ୍ମପୁର : ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ ଅଭିଯୋଗରେ ୫ ଅଟକ । ବ୍ରହ୍ମପୁରରେ ଜାତୀୟ ରାଜପଥରେ ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ ଅଭିଯୋଗରେ ୫ଜଣଙ୍କୁ ଅଟକ ରଖାଯାଇଛି । ୫ ଜଣଙ୍କ ମଧ୍ୟରେ ଜଣେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, କନିଷ୍ଠ ମୋଟରଯାନ ନୀରିକ୍ଷକଙ୍କ ସହ ତିନି ଦଲାଲ ଅଟକ ରହିଛନ୍ତି ।
ଗତ ୨୦୨୨ ମସିହାରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଛି । ଗୋଟିଏ ଗାଡ଼ି ପିଛା ୨ ଶହରୁ ୭ ହଜାର ଟଙ୍କା ପର୍ୟ୍ୟନ୍ତ ଆଦାୟ କରାଯାଉଥିଲା । ଆଦାୟ ଟଙ୍କାକୁ ଦଲାଲ ଓ ଅଧିକାରୀଙ୍କ ମଧ୍ୟରେ ବଣ୍ଟା ଯାଉଥିଲା । ଅଟକ ଏଆରଟିଓଙ୍କ ଘରେ ଗୋଳନ୍ଥରା ଥାନା ପୋଲିସ ଚଢ଼ାଉ କରିଛି । ଘଟଣା ନେଇ ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଏସ୍ ପି ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login