The Ultimate Managed Hosting Platform
ADVERTISEMENT

ଡିସେମ୍ବର ୨୦ରେ ରାଜ୍ୟ ସଭା ପାଇଁ ଉପନିର୍ବାଚନ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି । ଡିସେମ୍ବର ୨୦ରେ ରାଜ୍ୟ ସଭା ପାଇଁ ଉପନିର୍ବାଚନ ହେବ । ଏ ନେଇ ନିର୍ବାଚନ କମିଶନରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସୁଜିତଙ୍କ ଇସ୍ତଫା ପରେ ଓଡିଶାର ଗୋଟିଏ ଲୋକସଭା ଆସନ ଖାଲି ପଡିଛି । ଯାହା ଫଳରେ ଏହି ଆସନରେ ଡିସେମ୍ବର ୨୦ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।
ଡିସେମ୍ବର ୩ରେ ପ୍ରକାଶ ପାଇବ ବିଜ୍ଞପ୍ତି
୧୦ରେ ନାମାଙ୍କନର ଶେଷ ତାରିଖ
୧୩ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର
୨୦ ଡିସେମ୍ବରରେ ପଡିବ ଭୋଟ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଯାତ୍ରା ପାର୍ଟି ବିବାଦ : ଅଗ୍ରୀମ ଟଙ୍କା ଫେରାଇଲେ ପୀୟୁଷ

ଯାତ୍ରା ପାର୍ଟି ବିବାଦ : ଅଗ୍ରୀମ ଟଙ୍କା ଫେରାଇଲେ ପୀୟୁଷ

ଭୁବନେଶ୍ୱର : ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ପୀୟୁଷ ତ୍ରୀପାଠି । ଭୁବନେଶ୍ୱରର ଏକ ହୋଟେଲରେ ଯାତ୍ରା ପାର୍ଟି ମାଲିକଙ୍କୁ ଟଙ୍କା ଫେରାଇଲେ । ଦୁଇ ଯାତ୍ରା...

ADVERTISEMENT
ରିଲ୍ସ କରୁଥିବା ବେଳେ ଚଢିଗଲା ଟ୍ରେନ. ଅଳ୍ପକେ ବର୍ତ୍ତିଲେ ଯୁବକ

ରିଲ୍ସ କରୁଥିବା ବେଳେ ଚଢିଗଲା ଟ୍ରେନ. ଅଳ୍ପକେ ବର୍ତ୍ତିଲେ ଯୁବକ

ୟୁପି : ରିଲ୍ସ ନିଶା କରୁଛି କାଳ । ଟ୍ରେନ ଟ୍ରାକରେ ରିଲ୍ସ କରୁଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯୁବକ । ଉତ୍ତରପ୍ରଦେଶ ସହାରନପୁରରେ ରେଲୱେ ଟ୍ରାକରେ...

Login