The Ultimate Managed Hosting Platform
ADVERTISEMENT

ଚୀନ୍ ସହ ମୁକାବିଲା କରିବା ପାଇଁ ଭାରତୀୟ ସେନାର ପ୍ରସ୍ତୁତି , ୨୦୨୩ ସୁଦ୍ଧା ଶେଷ ହେବ ମୁନସ୍ୟାରୀ-ମିଲମ୍ ରାସ୍ତା

Indian Army prepares to face China, Munsari-Milam road to be completed by 2023
Facebook
Twitter
LinkedIn

ନୂଆଦିଲ୍ଲୀ: ଭାରତୀୟସେନା ଚିନ୍ ସହ ମୁକାବିଲା କରିବା ପାଇଁ ନିର୍ମାଣ କରିଛି ମୁନସ୍ୟାରୀ- ମିଲମ୍ । ଯାହାଫଳରେ ଚିନ୍ ଭାରତୀୟ ସେନାକୁ ତୁରନ୍ତ ସୀମାରେ ପହଞ୍ଚିବା ପାଇଁ ଆହୁରି ଅଧିକ ସହଜ ହୋଇଯିବ। ଏହାର କାରଣ ହେବ ବହୁପ୍ରତିକ୍ଷୀତ ମୁନସ୍ୟାରୀ-ମିଲମ୍ ସଡ଼କ, ଯାହାକୁ ୨୦୨୩ରେ ଶେଷ କରାଯିବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଉତ୍ତରାଖଣ୍ଡରେ ୨୦୧୨ରୁ ନିର୍ମାଣାଧୀନ ସଡ଼କର କାମ ୨୦୨୩ ସୁଦ୍ଧା ଶେଷ ହୋଇଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ସୀମା ସଡ଼କ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଏମ୍‌ଏନ୍‌ବି ପ୍ରସାଦ ।


ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଚ୍ଚ ପାହାଡ଼ରେ ନିର୍ମାଣାଧୀନ ସଡ଼କ ୨୦୨୧ ପର୍ଯ୍ୟନ୍ତ ପୂରା କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବଡ଼ ବଡ଼ ଚଟାଣ ଯୋଗୁଁ ନିର୍ମାଣ କାମରେ ବାଧା ସୃଷ୍ଟି ହେବାରୁ ତାହା ସ୍ଥଗିତ କରାଯାଇଥିଲା। ଅନ୍ୟପଟରେ ପ୍ରବଳ ଶୀତ ଏବଂ କୋଭିଡ୍‌ କାରଣରୁ ମଧ୍ୟ ନିର୍ମାଣ କାମ ମଝିରେ ମଝିରେ ବନ୍ଦ ରହୁଛି। ସୂଚନା ଅନୁଯାୟୀ , ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘ ଦିନରୁ ସୀମାକୁ ନେଇ ବିବାଦ ଲାଗିରହିଛି। ତେଣୁ ସୀମାରେ ସହଜରେ ପହଞ୍ଚିବା ପାଇଁ ଏହି ୬୫ କିଲୋମଟିର ବିଶିଷ୍ଟ ସଡ଼କ ନିର୍ମାଣ କାମ ସାରିବା ନିହାତି ଆବଶ୍ୟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

ଭାରତର ପ୍ରଥମ ମାନସିକ ରାଷ୍ଟ୍ରଦୂତ ହେଲେ ଦୀପିକା ପାଦୁକୋନ

ଭାରତର ପ୍ରଥମ ମାନସିକ ରାଷ୍ଟ୍ରଦୂତ ହେଲେ ଦୀପିକା ପାଦୁକୋନ

ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ଦୀପିକା ପାଦୁକୋନ୍ ୧୦ ଅକ୍ଟୋବରରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଘୋଷଣା କରିଛନ୍ତି ତାଙ୍କୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର...

Login