The Ultimate Managed Hosting Platform
ADVERTISEMENT

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

Facebook
Twitter
LinkedIn

ନୂଆପଡା : ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ନକଲି ଆଇପିଏସଙ୍କୁ ଧରିଛି ଅସଲି ପୋଲିସ । ଗତକାଲି ନୂଆପଡ଼ା ଜିଲ୍ଲାରୁ ଏଭଳି ୩ ଜଣ ଠକଙ୍କୁ ଗିରଫ କରିଛି ପୋଲିସ ।ମୁରିବାହାଲରେ ଭଡା ଗାଡିକୁ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ ଠକ ଦଳ । କିନ୍ତୁ ଏହି ଲୁଟ ଯେ ସେମାନଙ୍କୁ ମହଙ୍ଗା ପଡିବ ସେମାନେ କେବେ ବି ଭାବି ନଥିଲେ । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ । ଅଭିଯୁକ୍ତଙ୍କ ଠାରୁ ନକଲି ଆଇପିଏସ ଅଫିସର ୟୁନିଫର୍ମ, ନକଲି କ୍ରାଇମ ବ୍ରାଞ୍ଚ ଅଫିସର ଆଇଡି କାର୍ଡ, ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ ପୋଷାକ ସହ ବିଭିନ୍ନ ନକଲି ସାମଗ୍ରୀ ଜବତ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login