The Ultimate Managed Hosting Platform
ADVERTISEMENT

ପାରିବାରିକ କଳହରୁ ଜୀବନ ହାରିଲେ ଦମ୍ପତି

Facebook
Twitter
LinkedIn

ବାଲିଗୁଡା : ପାରିବାରିକ କଳହରୁ ଜୀବନ ହାରିଲେ ଦମ୍ପତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଡୁରୁକିଆ ପଂଚାୟତ ମଝିସାହିରେ ଘଟିଛି ଅଭାବନୀୟ ଘଟଣା । ମୃତ ଦମ୍ପତି ହେଲେ ପ୍ରମୋଦ ମଲ୍ଲିକ ଓ ପୁଆରୀ ମଲ୍ଲିକ । ସୂଚନା ଅନୁଯାୟୀ , ସ୍ତ୍ରୀ ଆଣିଥିବା ମୋବାଇଲକୁ ବନ୍ଧା ପକାଇଥିଲେ ସ୍ୱାମୀ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଜୀବନ ହାରିଥିଲେ ସ୍ତ୍ରୀ ପୁଆରି । ସ୍ତ୍ରୀର ମୃତଦେହ ଦେଖି ଅନ୍ୟ କୋଠରୀରେ ନିଜ ଜୀବନ ହାରିଲେ ସ୍ୱାମୀ ପ୍ରମୋଦ । ଗତ ୨ ବର୍ଷ ହେଲା ଦୁହେଁ ବିବାହ କରିଥିଲେ । ବାଲିଗୁଡା ପୋଲିସ ବନ୍ଦ ଘରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login