The Ultimate Managed Hosting Platform
ADVERTISEMENT

ଖୋଲିଲା ଧାନମଣ୍ଡି , ମନ୍ତ୍ରୀ କହିଥିଲେ କଥା ଦେଇଥିଲୁ ରଖିଲୁ

Facebook
Twitter
LinkedIn

ଭୁବନେଶ୍ୱର : ଖରିଫ ଧାନ କିଣା ଶୁଭାରମ୍ଭ ହୋଇଛି । ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପୂଜାର୍ଚ୍ଚନା କରିବା ପରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେଲା । ବରଗଡ ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଧାନ ମଣ୍ଡି ଖୋଲିବା ଅବସରରେ ଯୋଗାଣ ମନ୍ତ୍ରୀ କହିଲେ ଚାଷୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଦିନ । କଥା ଦେଇଥିଲୁ ରଖିଲୁ । ସୀମା ସିଲ ହୋଇଛି , ସିସିଟିଭି ଲାଗିଛି , ପାଟ୍ରୋଲିଂ ହେଉଛି । ଆଜି ବରଗଡରୁ ୩ଟି ମଣ୍ଡିରୁ , କାଲିଠୁ ଅନ୍ୟ ସ୍ଥାନରୁ ଆରମ୍ଭ ହେବ । ଚଳିତ ଖରିଫ ରୁତୁରେ ଧାନ କ୍ୱିଣ୍ଟାଲ ପିଛା ୩୧ଟଟ ଟଙ୍କା ପାଇବେ ଚାଷୀ । ୨୩୦୦ ଟଙ୍କା ଏମଏସପି ଓ୮୦୦ ଟଙ୍କା ବୋନଓ ପାଇବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login