The Ultimate Managed Hosting Platform
ADVERTISEMENT

୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ବର୍ତ୍ତମାନ ସୁଦ୍ଧା ଦେଇସାରିଲୁଣି : ପରିବାର କଲ୍ୟାଣ ନିର୍ଦ୍ଦେଶକ

Facebook
Twitter
LinkedIn

ଭୁବନେଶ୍ୱର : ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜୟ ପାଣିଗ୍ରାହୀ କହିଛନ୍ତି , ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ଦେଇସାରିଲୁଣି । କେନ୍ଦ୍ର ଯାହା ଟାର୍ଗେଟ ଦେଇଥିଲା ସେ ମଧ୍ୟରୁ ପ୍ରଥମ ଡୋଜ୍ ଟିକା ପାଇଛନ୍ତି ୯୫% । ତେବେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୮୦.୬% ।୧୫ରୁ ୧୭ବର୍ଷ ଟିକାକରଣ ଚାଲିଛି । ଯେତିକି ଟାର୍ଗେଟ ଥିଲା ସେଥିରୁ ୭୬% ଟିକା ନେଇସାରିଲେଣି ।ଦ୍ଵିତୀୟ ଡୋଜ୍ ଲାଗି ଡ୍ୟୁ ହେଲେଣି ସେମାନଙ୍କ ଭିତରୁ ୫୫% ଟିକା ନେଇସାରିଲେଣି । ପ୍ରିକସନ ଡୋଜ୍ ୧୦୦% ନେଇ ସାରିଲେଣି । କେନ୍ଦ୍ର ଯାହା କହିଛନ୍ତି ଯେ ସାଢ଼େ ଚାରି ଲକ୍ଷ ବୟସ୍କ ଟିକା ନେଇନାହାଁନ୍ତି ତାହା ପ୍ରୋଜେକ୍ଟେଡ୍ ଫିଗର । ଜନସଂଖ୍ୟା ଉପରେ ଏହା ଆଧାରିତ। ୬୦ବର୍ଷରୁ ଉର୍ଦ୍ଧ୍ବ ଟିକା ନେଇନଥିବା ସେ କହିଛନ୍ତି । ଆମ ତଥ୍ୟ ଅନୁଯାୟୀ ବହୁ କମ୍ ଲୋକ ଟିକା ନେବା ପାଇଁ ବାକି ଅଛନ୍ତି ବୋଲି କହିଛନ୍ତି ରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login