The Ultimate Managed Hosting Platform
ADVERTISEMENT

ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଫେକ ଆକାଉଣ୍ଟ

Facebook
Twitter
LinkedIn

ଭୁବନେଶ୍ୱର : ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଫେକ ଆକାଉଣ୍ଟ । ଏ ନେଇ ଆଇଜି ସାଇବର କ୍ରାଇମ ସଫିନ ଅହମ୍ମଦ ଓ ଡିସିପି ଭୁବନେଶ୍ୱରଙ୍କୁ ଅବଗତ କରାଇଛନ୍ତି ଅମିତାଭ ଠାକୁର । ଇନଷ୍ଟା ଆକାଉଣ୍ଟକୁ ଫେକ କରାଯାଇଛି । ଫେକ ଆକାଉଣ୍ଟ ଜରିଆରେ ଦୁର୍ବୁତ୍ତ ଅନେକଙ୍କୁ ଟଙ୍କା ମାଗୁଥିଲେ । ତାଙ୍କ ନାଁରେ ଯଦି ଟଙ୍କା ମାଗେ ବା ଅନ୍ୟ କିଛି ଅନୁରୋଧ କରେ ତାକୁ ଗୁରୁତ୍ୱ ନ ଦେବାକୁ ଏଡିଜି ଅମିତାଭ ଠାକୁର କହିଛନ୍ତି । ଏ ନେଇ ସାଇବର ଟିମ ତନାଘନା ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login