The Ultimate Managed Hosting Platform
ADVERTISEMENT

ଝାରପଡା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ, ୭ମାସ ତଳେ ଗଞ୍ଜେଇ କେସ୍‌ରେ ଧରାପଡି ଯାଇଥିଲେ ଜେଲ୍‌

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡା ଜେଲରେ କଏଦୀଙ୍କ ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ, ସୋମବାର ପ୍ରାଣକୃଷ୍ଣ ଦାସ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ୟୁନିଟ୍-୬ ଅକ୍ଷରକନ୍ଦର ବସ୍ତି ରହୁଥିଲେ । ଗତ ୭ ମାସ ହେବ ଗଞ୍ଜେଇ କେସ୍ରେ ଧରାପଡି ଝାରପଡା ଜେଲରେ ଥିଲେ ପ୍ରାଣକୃଷ୍ଣ । ଗତ ୨ ଦିନ ତଳେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ପ୍ରାଣକୃଷ୍ଣ । ତେବେ ପ୍ରାଣକୃଷ୍ଣଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ । ତେବେ ଏନେଇ ଘଟଣାର ତଦନ୍ତ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login