The Ultimate Managed Hosting Platform
ADVERTISEMENT

ବିଲରୁ ୨ ମୃତଦେହ ଉଦ୍ଧାର

Facebook
Twitter
LinkedIn

ବ୍ରହ୍ମଗିରି : ବିଲ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବାଲିହରଚଣ୍ଡୀ ରାସ୍ତା ମାଲସ ନିକଟ ଧାନ ବିଲରୁ ଉଦ୍ଧାର । ମୃତଦେହ ପାଖରେ ପଡିଛି ବାଇକ । ଦୁର୍ଘଟମାରେ ମୃତ୍ୟୁ ହୋଇଥିବା ସନେ୍ଦହ । ପୋଲିସ ଘଟଣାସ୍ଥଳରେ ପିଁଚି ତଦନ୍ତ ଆରମ୍ଭ କରିଛି । ୨ ମୃତକ ଖଦିପଡା ଗାଁର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକେ ପହଁଚି ଶବ ଚିହ୍ନଟ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login