The Ultimate Managed Hosting Platform
ADVERTISEMENT

ହୀରାକୁଦର ଖୋଲିଲା ଆଉ ୪ ଗେଟ୍

Facebook
Twitter
LinkedIn

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ଖୋଲିଲା । ବର୍ତ୍ତମାନ ୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳ ଭଣ୍ଡାରରେ ଜଳସ୍ତର ୬୨୩.୩୫ ଫୁଟରେ ପହଁଚିଥିବା ବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୨୬ ହଜାର ଘନଫୁଟ ବନ୍ୟାଜଳ । ସେପଟେ ରାଜ୍ୟର ସବୁ ନଦୀ ବିପଦ ସଙ୍କୁଳ ତଳେ ପ୍ରବାହିତ ହେଉଛି । ଏ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login