The Ultimate Managed Hosting Platform
ADVERTISEMENT

ବାଛୋଳ ଗ୍ରାମରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୧୧ ଗିରଫ

Facebook
Twitter
LinkedIn

ଯାଜପୁର : ଯାଜପୁର ବିଝାଂରପୁର ବ୍ଲକ୍ ଅର୍ନ୍ତଗତ ବାଛୋଳ ଗ୍ରାମରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୁକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୧ ଜଣଙ୍କୁ ଗିରଫ ହୋଇଛନ୍ତି । ଏହା ସହ ରାଜନୈତିକ ହିଂସା ଓ ବିଶୃଙ୍ଖଳା କରିଥିବା ଅଭିଯୋଗରେ ୪୨ ଜଣଙ୍କୁ ଗିରଫ କରିଛି ପୋଲିସ । ସଂପୃକ୍ତି ଘଟଣାକୁ ନେଇ ଯାଜପୁର ଏସପି ରାହୁଳ ପିଅର ସୂଚନା ଦେଇଛନ୍ତି । ଆଗାମୀ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଲାଗି ବ୍ୟାପକ ଫୋର୍ସ ମୁତୟନ କରାଯିବ ବୋଲି ଏନେଇ ଏସପି ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login