The Ultimate Managed Hosting Platform
ADVERTISEMENT

ବାଇକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ୩ ଗୁରୁତର

Facebook
Twitter
LinkedIn

ବୈାଦ୍ଧ : ବାଇକକୁ ଧକ୍କା ଦେଇ ଓଲଟିଲା ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ରଇଠାଣି ବାଇପାସ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ଯୁବତୀଙ୍କର ଚାଲିଗଲା ପ୍ରାଣ । ଗୁରୁତର ୨ ବାଇକ ଆରୋହୀଙ୍କୁ ବୈାଦ୍ଧ ମେଡିକାଲରେ ଭର୍ତ୍ତି । ଓଲଟି ପଡିଥିବା ଟ୍ରକ ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଏନଏଚ ୫୭ ଅବରୋଧ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login