ଭୁବନେଶ୍ୱର : OSRTC ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ । ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ରେଡ । ଭୂବନେଶ୍ୱର ଓ ମୟୂରଭଞ୍ଜର ୭ଟି ସ୍ଥାନରେ ଏକକାଳୀନ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ଭୁବନେଶ୍ୱର ଅଫିସ ସମେତ ନନ୍ଦନ ବିହାର , ପଳାଶୁଣୀରେ ଚଢାଉ । ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣିର ଦୁଇଟି ଘର ଓ ବାରିପଦା ଷ୍ଟେସନ ରୋଡରେ ଯାଞ୍ଚ ଚାଲିଛି ।
Views: 35