ସିମ୍ ବକ୍ସ ଖୋଳତାଡ : ରାଞ୍ଚି ଗଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚô ଅଭିମୁଖେ ସ୍ପେଶାଲ ସ୍କ୍ୱାଡ । ଭୁବନେଶ୍ୱର , କଟକ ପରେ ରାଞ୍ଚôରେ ସିମ ବକ୍ସ ତଥ୍ୟ ପରେ ଛାନଭିନ । ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କମିଶନରେଟ ପୋଲିସ । ମାଷ୍ଟର ମାଇଣ୍ଡ ଅସଦୂରକୁ ଧରିବାକୁ ଇଣ୍ଟରପାଲେ ସହାୟତା ନିଆଗଲା । ଆତଙ୍କବାଦୀ ଲିଙ୍କ ସନେ୍ଦହରେ ଭୁବନେଶ୍ୱରରେ ଏନଆଇଏ ପହଁଚିଥିବା ସୂଚନା । ଭୁବନେଶ୍ୱର ଓ କଟକରୁ ୧୨ଟି ସିମ ବକ୍ସ ଜବତ କଲାଣି ପୋଲିସ । ଏଥିରେ ୪୮୧ଟି ଆକ୍ଟିଭ ସିମ ରହିଛି । ୮୧୦ ଷ୍ଟାଣ୍ଡବାଇ ସିମ ରହିଛି । ସେପଟେ ଅଭିଯୁକ୍ତକୁ ନେଇ ସେ ଭୁବନେଶ୍ୱର ଆସି ରହିଥିବା ଲିଙ୍ଗରାଜ ହୋଟେଲରେ ତଦନ୍ତ କରିଛି ପୋଲିସ । ହୋଟେଲ ରାଜୁ ମଣ୍ଡଳ ନାଁରେ ବୁକ ହୋଇଥିଲା । ସେଠାରେ ମାଷ୍ଟର ମାଇଣ୍ଡ ଅସଦ୍ଦୁର ଜମାନ ରହିଥିଲା । ଅସାଦ୍ଦୁର ଭିସା ମାଧ୍ୟମରେ ଭାରତ ଆସିଥିବା କହିଛନ୍ତି ପୋଲିସ କମିଶନର । ରଙ୍କକ୍ସରଳବ ସେ ନିୟମିତ ଦରମା ଦେବା ସହ, ଇଣ୍ଟରନେଟ,ସିମ୍ ରିଚାର୍ଜ ପାଇଁ ଟଙ୍କା ଦେଉଥିଲା । ଅଭିଯୁକ୍ତ ରାଜୁ ନାଁରେ ୪ଟି ବ୍ୟାଙ୍କ ଆକାଉଣ୍ଟ ରହିଥିବା ବେଳେ ତା ମାଆ ନାଁରେ ଗୋଟିଏ ଆକାଉଣ୍ଟ ରହିଛି । ସବୁଗୁଡିକ ପଶ୍ଚିମବଙ୍ଗରେ ରହିଛି । ଏହାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଟିମ୍ ।
ସିମ୍ ବକ୍ସ : ରାଞ୍ଚି ଅଭିମୁଖେ ରାଜୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











