The Ultimate Managed Hosting Platform
ADVERTISEMENT

୨୨ରେ ଇଡି ଅଫିସ ଘେରିବ ରାଜ୍ୟ କଂଗ୍ରେସ

Facebook
Twitter
LinkedIn

ଭୁବନେଶ୍ୱର : ୨୨ ତାରିଖ ଇଡି ଅଫିସ ଘେରାଉ କରିବ ରାଜ୍ୟ କଂଗ୍ରେସ। ସାମ୍ବାଦିକ ସମିଳନୀରେ କଂଗ୍ରେସ ନେତା ମହମ୍ମଦ ମୋକିମ ଏନେଇ ସୂଚନା ଦେଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ, ଓଡ଼ିଶାରେ ବିଜେପି ସରକାର ଚାଲିଛି. କିନ୍ତୁ ସରକାର ଯେଉଁଭଳି ଚାଲିବା କଥା, ସେଭଳି ଚାଲୁନାହିଁ। ବିଜେଡି ମଧ୍ୟ୍ୟ ବିରୋଧୀ ଦଳ ଭୂମିକା ଠିକ ଭାବରେ ନେଇପାରୁନି ବୋଲି ମୋହିମ ଅଭିଯୋଗ କରିଛନ୍ତି। ମୋକିମ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ୨୨ ତାରିଖରେ ଦେଶର ସମସ୍ତ ଇଡି ଅଫିସ ଘେରାଉ କରାଯିବ। ଓଡ଼ିଶାରେ ମଧ୍ୟ୍ୟ କଂଗ୍ରେସ ପ୍ରବର୍ତ୍ତନ କାର୍ୟ୍ୟାଳୟ ସମୁଖରେ ବିରୋଧ ପଦର୍ଶନ କରିବ। ଦିନ ୧୧ଟାରୁ ଏହି ଆନ୍ଦୋଳନ ଆରମ୍ଭ ହେବ। ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇକୁ କେନ୍ଦ୍ର ସରକାର ଯେଉଁଭଳି ଭାବରେ ବ୍ୟବହାର କରୁଛି, ତାହା ଅନୁଚିତ, ଏହାକୁ ବିରୋଧ କରି ଏହି ବିକ୍ଷୋଭ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା

ରଥଯାତ୍ରାରେ ଡ୍ରୋନ ସହାୟତା ନିଆଯିବ ; ଅଘଟଣ ଶୂନ୍ୟ ରଥଯାତ୍ରା ଲକ୍ଷ୍ୟ , ଗଡିବ ୩୬୫ ଟ୍ରେନ

ପୁରୀ : ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା । ପୁରୀ ଜଗିବ ୨୭୫ଟି ଏଆଇ କ୍ୟାମେରା । ପୁଲିସ ଡିଜି ୱାଇ.ବି.ଖୁରାନିଆଙ୍କ ସୂଚନା । ୫...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ନବୀନଙ୍କ ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ । ସର୍ଭାଇକାଲ ଆର୍ଥ୍ରାଇଟସର ସଫଳ ଅସ୍ତ୍ରୋପଚାର । କୋକିଳା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ।...

ADVERTISEMENT
ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି...

Login