The Ultimate Managed Hosting Platform
ADVERTISEMENT

କଂଗ୍ରେସ ଉପରେ ବର୍ଷିଲେ ତାରା ବାହିନୀ ପତି, କହିଲେ ଦଳୀୟ ସ୍ୱାର୍ଥ ଚିନ୍ତା ନାହିଁ

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସ ଉପରେ ବର୍ଷିଲେ ତାରା ବାହିନୀ ପତି । ଦଳରେ ଅଣଦେଖା ପରେ କଂଗ୍ରେସ ଉପରେ ବର୍ଷିଲେ ତାରା ବାହୀନୀପତି। କାହାର ଦଳୀୟ ସ୍ୱାର୍ଥ ଚିନ୍ତା ନାହିଁ, ନିଜ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି । ତାଙ୍କ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ। ଏଥିପାଇଁ ଲୋକ କେବେ କ୍ଷମା ଦେବେନି ବୋଲି ତାରା କହିଛନ୍ତି । ଏବେ କଂଗ୍ରେସରେ ଗୋଡ଼ ଟଣାଟଣି ଚାଲିଛି। କାହା ସହ କାହାର ମତ ଠିକ ରହୁନି। କଂଗ୍ରେସ ଗାନ୍ଧୀ ପରିବାର ଯାହା ନିଷ୍ପତି ନେବେ ତାକୁ ମାନିବାକୁ ପଡିବ। ଏବେର ନୀତି ଦେଖି କଂଗ୍ରେସ କର୍ମୀ ଭାଙ୍ଗି ଗଲେଣି। ସମସ୍ତଙ୍କୁ ଏକଜୁଟ ହେବା ଦରକାର ବୋଲି କହିଛନ୍ତି ତାରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login