The Ultimate Managed Hosting Platform
ADVERTISEMENT

ଅଧିକ ଦିନ ରହୁନାହିଁ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ, ୨-୩ ଦିନ ପରେ ହେଉଛି ନଷ୍ଟ

Facebook
Twitter
LinkedIn

ଭୁବନେଶ୍ୱର : ବେଶୀ ଦିନ ରହୁନାହିଁ ୟୁପିରୁ ଆସୁଥିବା ଆଳୁ । ଚିନ୍ତାରେ ପଡିଲଣି ବ୍ୟବସାୟୀ । ପଶ୍ଚିମବଙ୍ଗ ଆଳୁ ଅପେକ୍ଷା ୟୁପି ଆଳୁ ଅଧିକ ଦିନ ରହୁନାହିଁ। ଓଡ଼ିଶାର ଆଳୁ ଅଭାବ ଦୂର କରିବାକୁ ରାଜ୍ୟ ସରକାର ଏବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। କିନ୍ତୁ ବଡ କଥା ହେଉଛି କି ଯେ ୟୁପି ଆଳୁ ଅଧିକ ଦିନ ରହୁ ନାହିଁ। ୨-୩ ଦିନ ପରେ ଆଳୁ ପଚି ନଷ୍ଟ ହୋଇଯାଉଛି। ଯେଉଁ ଆଳୁ ଗୁଡିକ ୟୁପି ରୁ ଆସୁଛି ସେଗୁଡ଼ିକ ଆସିବା ସମୟରେ ଗୋଟିଏ ଅଖାରେ ଦୁଇ ରୁ ତିନି କିଲୋ ଆଳୁ ନଷ୍ଟ ହେଇଯାଉଛି ବୋଲି କହିଛନ୍ତି ଗୋଦାମ ମାଲିକ। କିନ୍ତୁ ପଶ୍ଚିମବଙ୍ଗ ଆଳୁ ଅଧିକ ଦିନ ରହୁଥିଲା । ତେଣୁ ୟୁପି ଆଳୁକୁ ନେଇ ଏବେ ଚିନ୍ତାରେ ଗୋଦାମ ମାଲିକ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login