ଭୁବନେଶ୍ୱର : ୧୦ଟି ଟ୍ରକରେ ୟୁପିରୁ ଆସିଲା ଆଳୁ । ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିଲା ହେଲେ ଦାମ କମିବନି । କାରଣ ଏବେ ପଶ୍ଚିମବଙ୍ଗରୁ ଯେଉଁ ଦାମରେ ଓଡ଼ିଶା ଆଳୁ କିଣୁଥିଲା ୟୁପିରୁ ପରିବହନ ଖର୍ଚ୍ଚ ମିଶାଇ ସେହି ଦାମରେ ଆଳୁ କିଣାଯାଇଛି । ଆଜି ୧୦ଟି ଟ୍ରକରେ ୩୦୦ ଟନ ଆଳୁ ଆସି ଭୁବନେଶ୍ବରରେ ପହଞ୍ଚିଛି । ଉତ୍ତର ପ୍ରଦେଶରୁ ଆଳୁ ଆସିଥିଲେ ବି ଓଡ଼ିଶା ବଜାରରେ ଦାମ କମିବ ନାହିଁ । କାରଣ ୟୁପିରୁ କୁଇଣ୍ଟାଲ ପିଛା ୨୪ଶହ ଟଙ୍କାରେ ଆଳୁ କିଣାଯାଉଥିବାବେଳେ ପରିବହନ ଖର୍ଚ୍ଚ ପଡ଼ୁଛି ୩୦୦ ଟଙ୍କା । ଅର୍ଥାତ କୁଇଣ୍ଟାଲ ପିଛା ଦର ୨୭ଶହ ଟଙ୍କା ପଡୁଛି । ଯାହାକି ଏବେ ପଶ୍ଚିମବଙ୍ଗର ଦାମ ସହିତ ପ୍ରାୟ ସମାନ । ଏଣୁ ଏହି ଦାମ ଗ୍ରହଣ କରିବାକୁ ପଡ଼ିବ ବୋଲି ଅନୁରୋଧ କରିଛନ୍ତି ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା । ସୁଧାକର କହିଛନ୍ତି ଓଡ଼ିଶାରେ ପରିଚାଳନାଗତ ତ୍ରୁଟି ରହୁଛି । ବଜାରକୁ ଯେଉଁପ୍ରକାରର ପରିଚାଳନା କରିବା କଥା ସେପରି କରାଯାଉନାହିଁ । କେତେ ଦରରେ ବିକ୍ରି କରାଯିବ ସେନେଇ ନିଷ୍ପତ୍ତି ସରକାର ନେବା ଆବଶ୍ୟକ ରହୁଛି । ମାତ୍ର ରାଜ୍ୟ ସରକାର ଠୋସ ପଦକ୍ଷେପ ସହିତ ରିଟେଲର ପଲିସି ଆଣୁନଥିବାରୁ ସମସ୍ୟା ହେଉଛି ।
ୟୁପିରୁ ଆସିଲା ଆଳୁ , ହେଲେ କମିବନି ଦର
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







