ମୟୂରଭଞ୍ଜ: ଶିମିଳିପାଳରେ କଳାବାଘ ସଫାରୀ ପାଇଁ ମିଳିଲା ଅନୁମତି । ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ସେ ଣ୍ଟ୍ରାଲ ଜୁ ଅଥୋରିଟି ବା ସିଜେଡଏରୁ ଅନୁମତି ମିଳିଥିବା କହିଲେ ବନ୍ୟପ୍ରାଣୀ ପିସିସିଏଫ । ବାରିପଦା ମଞ୍ଚôଆପଡାରେ ୧୦୦ ଏକର ଜାଗାରେ ହେବ ସଫାରୀ । ନନ୍ଦନକାନନରେ ଥିବା କଳା ଜିନ୍ ବାଘକୁ ସେଠାରେ ଛଡାଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସଫାରୀ ପ ର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ।
Views: 57