କଟକ : ଏସସିବିରେ ୯ ଡେଙ୍ଗୁ ଆକ୍ରାନ୍ତ । ରାଜ୍ୟରେ ବଢୁଥିବା ଡେଙ୍ଗୁରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କଟକ ବଡ ମେଡିକାଲରେ ବେଡ ସଂଖ୍ୟା ବୃଦ୍ଧି କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଏସସିବି ମେଡିକାଲ କୁଳ ସଚିବ । ଏବେ କଟକ ଏସସିବି ବଡ ମେଡିକାଲରେ ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ୪୫ଟି ବେଡ ରହିଛି । ଏଯାଏ ୯ ଡେଙ୍ଗୁ ଆକ୍ରାନ୍ତ ଆଡମିଶନ ହୋଇଛନ୍ତି । ପ ର୍ଯ୍ୟାପ୍ତ ପରିମାଣରେ ରକ୍ତ ଭଣ୍ଡାରରେ ରକ୍ତ ରଖାଯାଇଛି । ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ଅଛି । ଏ ନେଇ ସୂଚନା ମିଳିଛି ।
Views: 55